Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Pm
Uttarpradesh
Haryana
Cricket
Uttarakhand
adarshnewslive
ବିକ୍ରମ ଦେଵ ବିଶ୍ୱ ବିଦ୍ୟାଳୟ ରେ AVBP ର ବିପୁଳ ବିଜୟ. #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #facebookfollowersfollowers #jeyporepolice #police #koraputpolice #viralpost #viralvideoシ #ABVP #ABVPOdisha
Malkangiri, Malkangiri
| Oct 15, 2026
#jeypore
#jeyporenews
#jeyporeupdatenews
#jeyporesocialmedia
#koraputupdate
#koraput
#rayagada
#malakangiri
#nabarangpur
#viralpost2024
#viralfacebookpage
#public
#highlightseveryonefollowers2025
#highlights
#dmkoraput
#cmodisha
#facebookfollowersfollowers
#jeyporepolice
#police
#koraputpolice
#viralpost
#viralvideoシ
#abvp
#abvpodisha
MORE NEWS
ମାଲକାନଗିରି: ବାଲିମେଳା ରେଞ୍ଜର ବନ କର୍ମଚାରୀମାନେ ପାଦରେ ପାଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ସେକ୍ସନ ଅନ୍ତର୍ଗତ ଚିତାପାରି-୩ ଗ୍ରାମ ନିକଟସ୍ଥ ଜଙ୍ଗଲ ସୀମାବର୍ତ୍ତୀ ଏକ ଖୋଲା ପଡ଼ିଆରୁ ଏକ ଭାରତୀୟ ବଜ୍ରକାପ୍ତାକୁ ଠାବ କରିଥିଲେ।
Malkangiri, Malkangiri | Oct 23, 2026
#ମାଲକାନଗିରି_ଡିଏନକେରେ_ମାଆଙ୍କୁ_ଭାବପୂର୍ଣ୍ଣ_ବିଦାୟ ଧୁମ୍ଧାମରେ ଚାଲିଛି ମାଲକାନଗିରି ଡିଏନକେ ଛକ ସାର୍ବଜନୀନ ଦୁର୍ଗାପୂଜାର ଭସାଣି ଉତ୍ସବ #Malkangiri #DNKDurgaPuja #DurgaVisarjan #DurgaPuja #OdishaNews #AdarshNewsLive
Malkangiri, Malkangiri | Oct 23, 2026
#ମେଡିକାଲ_ଷ୍ଟାଫଙ୍କ_ଅବହେଳା_ଯୋଗୁଁ_ଚାଲିଗଲା_ଦୁଇ_ଜୀବନ । ସୂଚନା ମୁତାବକ ରାତି ଦଶଟା ସମୟରେ କାଲିମେଳାରୁ ଗୋଟେ ଗର୍ଭବତୀ ମହିଳା ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ୟା ପାଇଁ ଆସିଥିଲେ । ମେଡିକାଲ ରେ ତାଙ୍କୁ ଚିକିସ୍ୟା ପରେ ସିଜରିଂ କରିବା ପାଇଁ ଡାକ୍ତର କହିଥିଲେ ।
Malkangiri, Malkangiri | Oct 23, 2026
#ମାଥିଲି_ନିକଟରେ_ଡିଜେ_ଗାଡ଼ି_ଦୁର୍ଘଟଣା_୧୦ରୁ_ଅଧିକ_ଆହତ ଟାୟାର ଫାଟି ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୧୦ରୁ ଅଧିକ ଆହତ ମାଲକାନଗିରି ଜିଲ୍ଲା ମାଥିଲି ନିକଟ ଅଁଳାଯୋଡ଼ି ପାଖରେ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଆସୁଥିବା ଏହି ଗାଡ଼ିର ଟାୟାର ଫାଟିଯିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। #Malkangiri #Mathili #RoadAccident #DJVehicle #OdishaNews #BreakingNews #AdarshNewsLive
Malkangiri, Malkangiri | Oct 23, 2026
#ପ୍ରସବ_ବେଳେ_ଚାଲିଗଲା_ମାଆଙ୍କ_ଜୀବନ ପ୍ରସବ ବେଳେ ମହିଳାଙ୍କ ମୃତ୍ୟୁ: ଇଞ୍ଜେକ୍ସନ ପରେ ଫିଟ୍ସ ହୋଇଥିବା ଅଭିଯୋଗ, ବହୁ ଚେଷ୍ଟା ସତ୍ତ୍ୱେ ବଞ୍ଚିଲାନି ଜୀବନ ବାଲିମେଳାର ଗଙ୍ଗୋତ୍ରୀ ଜେନା #MaternalDeath #Delivery #HealthNews #MedicalNews #OdishaNews #AdarshNewsLive
Malkangiri, Malkangiri | Oct 22, 2026
#ଭାଲୁ_ଆକ୍ରମଣରୁ_ବର୍ତ୍ତିଲେ_ସାଧୁ_ହନ୍ତାଳ ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ; ଆହତ ଅବସ୍ଥାରେ ମାଲକାନଗିରିରେ ଚାଲିଛି ଚିକିତ୍ସା #Malkangiri #BearAttack #Survival #OdishaNews #Wildlife #AdarshNewsLive
Malkangiri, Malkangiri | Oct 22, 2026
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ନିଖୋଜର ୫ଦିନ ପରେ ଗଳିତ ମୃତ୍ୟ ପରିତ୍ୟକ୍ତ ସ୍ଥାନରୁ ଠାବ । ବେକ ରେ ନାଲି ଲୁଗା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଜଳେଶ୍ୱର ଥାନା ବର୍ତନା ଢେରାପଦା ନିକଟରେ ମୃତ ଦେହ ଉଦ୍ଧାର ।
Malkangiri, Malkangiri | Oct 22, 2026
#ଡିଏନକେ_ପୂଜା_ମଞ୍ଚରେ_ନାଚିଲେ_ବିଧାୟକ ଡିଏନକେ ସାର୍ବଜନୀନ ପୂଜା ଅର୍କେଷ୍ଟ୍ରାରେ ସଂଗୀତର ତାଳେ ତାଳେ ନାଚିଲେ ବିଧାୟକ ନରସିଂହ ମାଡକାମୀ #DNKPuja #NarsinghMadkami #Malkangiri #DurgaPuja #Orchestra #OdishaNews #AdarshNewsLive
Malkangiri, Malkangiri | Oct 22, 2026
ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ର ଇନ୍ଦ୍ରକୋଲୋନୀ ଜଙ୍ଗଲକୁ ସକାଳୁ ସକାଳୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହଠାତ୍ ଆକ୍ରମଣ କରିଛି ଏକ ଭାଲୁ। ଭାଲୁ ସହ ଜୀବନମରଣ ସଂଘର୍ଷ କରି କୌଣସିମତେ ବର୍ତ୍ତିଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି।
Malkangiri, Malkangiri | Oct 22, 2026