ରାୟଗଡା: ଜାତୀୟ ପ୍ୟାରେଡ୍ ପାଇଁ ଗୁଜରାଟ ଗଲେ ରାୟଗଡ଼ା ପ୍ରତିନିଧି ଦଳ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟରେ ଆୟୋଜିତ ଜାତୀୟ ପ୍ୟାରେଡ୍ରେ ଯୋଗଦେବା ପାଇଁ ରାୟଗଡ଼ାରୁ ପ୍ରତିନିଧି ଦଳ ଯାତ୍ରା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାୟଗଡ଼ା ଷ୍ଟେସନ୍ଠାରେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।