ଗୁମ୍ମା: ଗଜପତି: ଗୁମ୍ମା ବ୍ଲକ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ନୋଡାଲ ଅଧିକାରୀ
Gumma, Gajapati | Oct 28, 2026
ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଗୁମ୍ମା ବ୍ଲକର ବାରୁସିଂ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ଜିଲ୍ଲା ନୋଡାଲ ଅଧିକାରୀ ବିଜୟ କୁମାର ଦାଶ। ଆଶ୍ରୟ ନେଇଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ସମୀକ୍ଷା।