ପାରଳାଖେମୁଣ୍ଡି: ଗଜପତି: ମୋହନା-ଚନ୍ଦ୍ରଗିରି ରାସ୍ତାରୁ ଉପୁଡ଼ା ଗଛ ହଟିଲା, ଯାତାୟାତ ସ୍ୱାଭାବିକ
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାର ମୋହନା-ଚନ୍ଦ୍ରଗିରି ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ ବାହିନୀ ଓ ପ୍ରଶାସନ ଦ୍ୱାରା ରାସ୍ତା ସଫା କରାଯାଇ ସ୍ୱାଭାବିକ କରାଯାଇଛି।