ପାରଳାଖେମୁଣ୍ଡି: ଗଜପତି ଗସ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ, ବଜରଙ୍ଗବଲୀ ମନ୍ଦିରରେ କଲେ ପୂଜାର୍ଚ୍ଚନା
ଗଜପତି ଜିଲ୍ଲାରେ ବାତ୍ୟା ମୁକାବିଲା ଓ ରିଲିଫ୍ କାର୍ଯ୍ୟର ତଦାରଖ ସମୟରେ ମୋହନା-ଚନ୍ଦ୍ରଗିରି ରାସ୍ତାର ଆକିଲି କେଶରୀନଗର ସ୍ଥିତ ପ୍ରଭୁ ବଜରଙ୍ଗବଲୀଙ୍କ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ।