ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ଚମ୍ପୁଆ ପୋଲିସର ଦୃଢ଼ ପ୍ରହାର!
ଆଜି ଭୋର ସକାଳେ ପତଳା ଜଙ୍ଗଲରେ ଚମ୍ପୁଆ ପୋଲିସ ଏବଂ ଝାରଖଣ୍ଡ ମଝିଆଁ ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଡକାୟତ ମଧ୍ୟରେ ଏନକାଉଣ୍ଟର ଘଟିଛି। ପୋଲିସର ଏହି ସାହସିକ ପଦକ୍ଷେପ ଅଞ୍ଚଳରେ ଭୟମୁକ୍ତ ବାତାବରଣ ଫେରାଇ ଆଣିବା ସହ ଅପରାଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିବ ବୋଲି ଅଞ୍ଚଳବାସୀ ଦୃଢ଼ ଆଶା ରଖିଛନ୍ତି।
ଏହି ଏନକାଉଣ୍ଟର ପତଳା ଜଙ୍ଗଲର ପ୍ରାୟ ୩୦ ବର୍ଷ ତଳର ସେହି ରକ୍ତାକ୍ତ ଇତିହାସକୁ ପୁଣି ତାଜା କରିଦେଇଛି, ଯେଉଁଠି ଭାଗବଣ୍ଟାକୁ ନେଇ ଜଣେ ଡକାୟତ ତାର ସହଯୋଗୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଓଡ଼ିଶା ପୋଲିସ ସଦାସର୍ବଦା ତତ୍ପର।
#StqMedia #NewsUpdate #Keonjhar #OdishaNews #Crime #viralpost