🚨 ନିଶାରେ ମସଗୁଲ ତହସିଲଦାର ବାବୁ? 😳
🚗 ଗାଡ଼ି ଭିତରୁ ଧରିଲେ ସ୍ଥାନୀୟ ଲୋକ!
ଆଇନ ସମସ୍ତଙ୍କ ପାଇଁ ସମାନ। ଯଦି ଅଭିଯୋଗ ସତ, ତେବେ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମାନ ହେବା ଉଚିତ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଦାର।
📹 ପୂରା ଭିଡିଓ ଦେଖନ୍ତୁ ଓ ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।
#RCNODIA #BreakingNews #OdishaNews #ViralNews #Tehsildar #JusticeForAll #OdiaNews
Bhadrak Rural, Bhadrak | Jul 12, 2026