🚨 ବନ୍ୟା ପାଣି ସହ ଲୋକବସତିକୁ ପଶୁଛନ୍ତି ବିଷଧର ସାପ! 🐍🌊
ବନ୍ୟା ସମୟରେ ସାପମାନେ ନିଜ ଗାତ ଛାଡ଼ି ସୁରକ୍ଷିତ ସ୍ଥାନ ଖୋଜି ଘର ଓ ଲୋକବସତି ଆଡ଼କୁ ଆସିପାରନ୍ତି। ତେଣୁ ଆତଙ୍କିତ ନହୋଇ ସତର୍କ ରୁହନ୍ତୁ, ପିଲାମାନଙ୍କୁ ସାବଧାନ ରଖନ୍ତୁ ଏବଂ ସାପ ଦେଖିଲେ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ।
📹 ଏହି ଭିଡିଓରେ ଜାଣନ୍ତୁ— ✅ ବନ୍ୟା ବେଳେ କାହିଁକି ସାପ ବାହାରକୁ ଆସନ୍ତି? ✅ କେଉଁ ସତର୍କତା ଅବଲମ୍ବନ କରିବେ? ✅ ସାପ କାମୁଡ଼ିଲେ କଣ କରିବା ଉଚିତ?
👉 ଭିଡିଓଟି ଦେଖନ୍ତୁ, Share କରନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରନ୍ତୁ।
#FloodAlert #SnakeAlert #FloodSafety #OdishaFlood #RCNODIA #BreakingNews #StaySafe