Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews
No video available

ଆନନ୍ଦପୁର: ଆନନ୍ଦପୁର ସିନେମା ହଲ ଛକ ନିକଟରେ ଥିବା ତାରିଣି ମେସ ରୁ ଜଣେ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପୋଲିସ ର ତଦନ୍ତ ଆରମ୍ଭ

Anandapur, Kendujhar | Apr 14, 2025
ଆନନ୍ଦପୁର ସିନେମା ହଲ ଛକ ନିକଟରେ ଥିବା ତାରିଣି ମେସ ରୁ ଜଣେ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ୍ୟୁ ର କାରଣ ଅସ୍ପଷ୍ଟ। ଘଟଣା କୁ ନେଇ ପୋଲିସ ର ତଦନ୍ତ ଆରମ୍ଭ।ଆଜି ରାତି 8ଘଟିକା ସମୟରେ ପୋଲିସ ଖବର ପାଇ ଆନନ୍ଦପୁର ସିନେମା ହଲ ଛକ ନିକଟରେ ଥିବା ତାରିଣି ମେସ ରୁ ଜଣେ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମୃତକ ଛାତ୍ରୀ ଆନନ୍ଦପୁର ମହାବିଦ୍ୟାଳୟ ରେ +3 ବିଜ୍ଞାନ ର ଶେଷ ବର୍ଷ ରେ ପଢୁଥିଲେ ଘଟଣା କୁ ନେଇ ପୋଲିସ ର ତଦନ୍ତ ଆରମ୍ଭ।

MORE NEWS