Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
mini02
ମାଲକାନଗିରି: ଆସନ୍ତା 24 ଘଣ୍ଚାରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା, ଆସନ୍ତା କାଲି ପାଇଁ ମାଲକାନଗିରି ସମେତ ଏକାଧିକ ଜିଲ୍ଲାକୁ ୱେଲୋ ଆଲର୍ଟ
Malkangiri, Malkangiri
| Aug 21, 2026
MORE NEWS
ଖାଇରପୁଟ : ମୁଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍ଘାଟିତ I #Mudulipada #BondaTribe #TribalSkillCenter #Empowerment #SkillDevelopment #OdishaNews #TribalDevelopment #Odisha
Malkangiri, Malkangiri | Aug 21, 2026
*ମୁଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍ଘାଟିତ* *୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପୀ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ*
Malkangiri, Malkangiri | Aug 21, 2026
#କୋରାପୁଟ_ନନ୍ଦପୁର_ସଡକ_ଦର୍ଘଟଣା, ସ୍କୁଟି ଓ ଆପାଚି ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର,5 କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ନିକଟରେ ସ୍କୁଟି ଓ ଆପାଚି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଖୁର୍ଜୀ ପଞ୍ଚାୟତ ଅନ୍ତର୍ଗତ ଅଅଁଳାଘାଟି ଗ୍ରାମର ପ୍ରଦୀପ ମୁଦୁଲି (୨୨) ଓ ତାଙ୍କ ସମ୍ପର୍କୀୟ ଭାଇ ସୁରେଶ ମୁଦୁଲି (୨୫) ଏକ ଆପାଚି ବାଇକ୍ରେ କୌଣସି କାମ ସାରି ନିଜ ଗାଁକୁ ଫେରୁଥିଲେ।
Malkangiri, Malkangiri | Aug 21, 2026
ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦ୍ରୁତଗତିରେ ଟ୍ରକ୍ ଚଳାଉଥିବାବେଳେ ଧରିଲା ପୋଲିସ । ମାଲକାନଗିରି କଲେଜ ଛକ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍କୁ ଟ୍ରାଫିକ୍ ପୋଲିସ ଅଟକାଇଛି। ଦୁଇ ଚକିଆ ମୋଟରସାଇକେଲରେ ପିଛା କରି ଟ୍ରକ୍କୁ ଅଟକାଇବା ପରେ ପିସିଆର ଟିମ୍କୁ ଡକାଇ ଥାନାକୁ ନିଆଯାଇଥିଲା। #Malkangiri
Malkangiri, Malkangiri | Aug 21, 2026
ଜୟପୁରରେ ଚୋରି, ଡକାୟତି ଓ ଦାଦାବଟି ବିରୋଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ ୮ ଅଭିଯୁକ୍ତ ଗିରଫ, ୧୦.୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ସଞ୍ଜୟ ସୁନା ବିରୋଧରେ NSA ଧାରାରେ ପ୍ରତିଷେଧମୂଳକ ଗିରଫ ପଦକ୍ଷେପ ଜୟପୁର, ୨୦/୮: ଜୟପୁର ସହରରେ ଚୋରି, ଘରେ ପଶି ଚୋରି, ଲୁଟ୍ ଓ ଦାଦାବଟି ଭଳି ଅପରାଧ ବିରୋଧରେ ଜୟପୁର ଟାଉନ୍ ପୁଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଚାଲିଛି। ନିରନ୍ତର ତଦନ୍ତ, ସିସିଟିଭି ଫୁଟେଜ୍ ବିଶ୍ଳେଷଣ, ମାନବୀୟ ସୂଚନା ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ଜରିଆରେ ବିଭିନ୍ନ ମାମଲାର ପର୍ଦ୍ଦାଫାସ କରି ପୁଲିସ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ/ଅଟକ କରିଛି। ଏଥିସହ ଚୋରି ହୋଇଥିବା ପ୍ରାୟ ୧୦.୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
Malkangiri, Malkangiri | Aug 20, 2026