ବାରିପଦା ସଦର: ବାରିପଦା ବଡ଼ବଜାରରେ ଝୁମିଲେ ଦର୍ଶକ: କୁମାର ଉତ୍ସବରେ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତ
ବାରିପଦା ବଡ଼ବଜାରରେ ଅନୁଷ୍ଠିତ ହୋଇଯାଇଛି ୫୪ ତମ କୁମାର ଉତ୍ସବ। କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି।