ବାରିପଦା ସଦର: ମୟୂରଭଞ୍ଜରେ କଡ଼ାକଡ଼ି ହେଲା ପୋଲିସ ଚେକିଂ: ମଦ୍ୟପ ଚାଳକ ଓ ଅସାମାଜିକଙ୍କ ଉପରେ ନଜର
ମୟୂରଭଞ୍ଜ ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ନାକା ଓ ମୋଟର ଯାନ ଯାଞ୍ଚ ଚାଲିଛି। ମଦ୍ୟପ ଚାଳକ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ରହିଛି ପୋଲିସର କଡ଼ା ନଜର। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ।