Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
No video available

ଚନ୍ଦକା: ଗୋଠପାଟଣା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Chandaka, Khordha | Apr 4, 2025
ଗୋଠପାଟଣା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ | ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର। ଓଢ଼ଣିରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା। ଆଜି 11.34ରେ ଗୋଠପାଟଣାରେ ଘଟିଛି ଘଟଣା। ମୃତଦେହକୁ ଉଦ୍ଧାର କଲା ଚନ୍ଦକା ଥାନା ପୋଲିସ। ଶବ ବ୍ୟବଛେଦ ପାଇଁ ମୃତଦେହ କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ | କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକେ ପହଂଚିନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁ ର ରହସ୍ୟ ଖୋଲିବ ବୋଲି ପୋଲିସ କହିଛି | ସେପଟେ ମୃତ ଯୁବକଙ୍କର ମୋବାଇଲ ଫୋନ ଜବତ କରି କଲ ସିଡିଆର ଯାଞ୍ଚ କରୁଛି ଚନ୍ଦକା ଥାନା ପୋଲିସ |