Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦକା: ଦାରୁଠେଙ୍ଗ ଗାଁ ନିକଟ କେନାଲ ରେ ଭାସି ଯାଇ ଛାତ୍ର ଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକ ର ଛାୟା

ଦାରୁଠେଙ୍ଗ ଗାଁ ନିକଟ କେନାଲ ରେ ଭାସି ଯାଇ ଛାତ୍ର ଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକ ର ଛାୟା | ଭୁବନେଶ୍ବର ଦାରୁଠେଙ୍ଗ ଗାଁ ନିକଟରେ ଅଘଟଣ । ଗାଧୋଇବା ବେଳେ କେନାଲରେ ଭାସିଗଲେ ଛାତ୍ର । ପ୍ରାୟ ଏକ ଘଣ୍ଟା ପରେ କେନାଲରେ ଭାସିଯାଇଥିବା ନାବାଳକ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଦାରୁଠେଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି ।​​​​​​​ ସାଙ୍ଗମାନଙ୍କ ସହ ଗାଧୋଇ ଯାଇଥିବା ବେଳେ ଭାସି ଯାଇଥିଲେ । ସୂଚନାଯୋଗ୍ୟ ଯେ, ଦାରୁଠେଙ୍ଗ କେନାଲକୁ ଗାଧୋଇବାକୁ ଯାଇଥିଲେ ୮ ଜଣ ।ଗାଧୋଇବା ବେଳେ ଅସାବଧାନତା ବଶତଃ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାସି ଯାଇଥିଲେ ।
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦକା: ଦାରୁଠେଙ୍ଗ ଗାଁ ନିକଟ କେନାଲ ରେ ଭାସି ଯାଇ ଛାତ୍ର ଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକ ର ଛାୟା - Bhubaneswar M Corp News