Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୂର୍ବଶତ୍ରୁତାକୁ ନେଇ ଚନ୍ଦକା ଥାନା ପାଣିଓରାରେ ଯୁବକଙ୍କୁ ଗୁଳିମାଡ଼, ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ

ପୂର୍ବଶତ୍ରୁତାକୁ ନେଇ ଚନ୍ଦକା ଥାନା ପାଣିଓରାରେ ଯୁବକଙ୍କୁ ଗୁଳିମାଡ଼, ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ | ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ପାଣିଓରାରେ ଯୁବକଙ୍କୁ ଗୁଳିମାଡ । ଗୁଳିମାଡରେ ପୁର୍ଣ୍ଣଚନ୍ଦ୍ର ନାୟକ ଆହତ । ପୁର୍ଣ୍ଣଚନ୍ଦ୍ର ଙ୍କ ଡାହାଣ କାନ୍ଧରେ ବାଜିଛି ଗୁଳି । ପୁର୍ଣ୍ଣଚନ୍ଦ୍ର ଙ୍କୁ ଚିକିସ୍ଥା ପାଇଁ ଏମ୍ସ ରେ ଭର୍ତ୍ତି । ଆଜି 10.34ରେ ଘଟଣା ସ୍ଥଳରେ ଚନ୍ଦକା ପୋଲିସର ଛାନଭିନ । ଗୁଳି କାଣ୍ଡରେ ସମ୍ପୃକ୍ତ ବିଶ୍ବଜିତ ସାହୁକୁ ଘଟଣା ସ୍ଥଳରୁ ଗିରଫ କଲା ପୋଲିସ । ପୁର୍ବ ଶତୃତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା ପୋଲିସର ସୁଚନା ।