ନୃସିଂହନାଥ ପୀଠରୁ ଷଷ୍ଠ ପଦ୍ମପୁର ଲୋକ ମହୋତ୍ସବର ଶୁଭାରମ୍ଭ। ମହାପ୍ରଭୁ ମାର୍ଜାରକେଶରୀଙ୍କୁ ପ୍ରଥମ ନିମନ୍ତ୍ରଣ ପ୍ରଦାନ ପରେ ମହୋତ୍ସବକୁ ନେଇ ନିଜର ମତାମତ ଓ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରଶୋତ୍ତମ ପ୍ରଧାନ ଓ ଟ୍ରଷ୍ଟି ସଦସ୍ୟ ତଥା ଓକିଲ ସଂଘର ସମ୍ପାଦକ ଶ୍ରୀ ହରିଶଙ୍କର ସିଂ।#PadampurTv #PadampurLokaMahotsav #Nrusinghanath #Odisha #Bargarh EveryoneFollowers Highlight