ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ଆଜି ଦିବା 10ଘଟିକା ସମୟରେ ଉପଜିଲ୍ଲାପାଳ ନୀଳମାଧଵ ସୁନାଙ୍କ ସଭାପତିତ୍ୱ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି ଏଥିରେ ଉପଖଣ୍ଡ ର ବହୁ ପ୍ରଶାସନିକ ଅଧିକାରୀ ବୁଦ୍ଧିଜୀବୀ, ସାମ୍ବାଦିକ, ଓକିଲ ମାନେ ଉପସ୍ଥିତ ଥିଲେ