Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका

କେସିଙ୍ଗା: କେସିଙ୍ଗା:କେସିଙ୍ଗାରେ ରହିଥିବା ଚିରାଗ ବେଭରେଜ ପାଣି ଫାକ୍ଟ୍ରି କୁ ସିଲକଳା ପ୍ରଶାସନ l

Kesinga, Kalahandi | Jun 26, 2025
କଳାହାଣ୍ଡି ଜିଲ୍ଲା କେସିଙ୍ଗା N A C ଅଞ୍ଚଳରେ କିଛି ବର୍ଷ ତଳେ ଜଣେ ବ୍ୟବସାୟୀ ଙ୍କ G S T l A N-21 A J P P J 1610 F 1 Z S ନମ୍ବରରେ ଏକ ବିଶୁଦ୍ଧ ପାନୀୟ ଜଳ ଫେକ୍ଟ୍ରି ହୋଇଥିବା ଜଣାପଡିଛି l ଏହି ଫ୍ୟାକ୍ଟ୍ରି କୁ ପୂର୍ବରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ଦ୍ଵାରା ଯାଞ୍ଚ ମଧ୍ୟ କରାଯାଇଥିବା ସୂଚନା ରହିଛି l ତେବେ ଆଜି ରାତ୍ର ୮ ଟା ସମୟ ବେଳେ ସ୍ଥାନୀୟ ପୋଲିସ,ତହସିଲଦାର, ଏବଂ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧକାରୀ ଙ୍କ ଉପସ୍ଥିତିରେ ସ୍ଥାନୀୟ ସହରରେ ରହିଥିବା ଚିରାଗ ବେଭେରେଜ ନାମକ ଏକ ଫ୍ୟାକ୍ଟ୍ରି ରେ ପ୍ରଶାସନ ପକ୍ଷରୁ କୌଣସି କାରଣ କୁନେଇ ସିଲ କରାଯାଇଥିବା ସୂଚନା ମିଳିଛି l