Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand

କୁଚିଣ୍ଡା: ଦୁମକୁ ଠାରେ ବିଷ ପିଇ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି

Kochinda, Sambalpur | Nov 5, 2025
ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ଦୁମକୁ ଗ୍ରାମ ରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଦୁମକୁ ଗ୍ରାମ ର ଜଣେ ମହିଳା ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ବଚସା ହୋଇଥିବା ବେଳେ ଏଥିରୁ ରାଗି ଯାଇ ସେ ଘରେ ଥିବା ପୋକମରା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫଳରେ ସେ ଅସୁସ୍ଥ ହେବାରୁ ତାଙ୍କୁ ବୁଧବାର ସନ୍ଧ୍ୟା ପାଞ୍ଚଟା ସମୟରେ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।

MORE NEWS

ଭିଡିଓ ପଡ଼ିଲା କାମ ହେଲା :- କୁଚିଣ୍ଡା ଟାଉନ୍ ଯିବାର ମୁଖ୍ୟ ରାସ୍ତା ର ଆଜି ମରାମତି କାମ ଚାଲିଛି, ପ୍ରଶାସନ କୁ ଅଶେଷ ଅଶେଷ ଧନ୍ୟବାଦ #kuchindatvlive #kuchinda #kuchindanews #sambalpur #odishanews

ଭିଡିଓ ପଡ଼ିଲା କାମ ହେଲା :- କୁଚିଣ୍ଡା ଟାଉନ୍ ଯିବାର ମୁଖ୍ୟ ରାସ୍ତା ର ଆଜି ମରାମତି କାମ ଚାଲିଛି, ପ୍ରଶାସନ କୁ ଅଶେଷ ଅଶେଷ ଧନ୍ୟବାଦ #kuchindatvlive #kuchinda #kuchindanews #sambalpur #odishanews

Kochinda, Sambalpur | Aug 10, 2026

କୁଚିଣ୍ଡା ରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 
କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସିଡିଓ ପ୍ରସନ୍ନ ପାତ୍ର, କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ ସି,କୁଚିଣ୍ଡା ତହସିଲଦାର ସରିତା ଓରାମ, ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, ଉପଖଣ୍ଡ ପୋଲିସ୍ ଅଧିକାରୀ ପ୍ରଦିପ କୁମାର ଦାଶ, କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ସମୁଦାୟ ୫୯ ଗୋଟି ଅଭିଯୋଗ ଆସିଥିବା ବେଳେ,୧୩ ଟି ଗୋଷ୍ଠୀଗତ ଏବଂ ୪୬ ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା। #kuchindatvlive #kuchinda #kuchindanews #sambalpur #odishanews

କୁଚିଣ୍ଡା ରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସିଡିଓ ପ୍ରସନ୍ନ ପାତ୍ର, କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ ସି,କୁଚିଣ୍ଡା ତହସିଲଦାର ସରିତା ଓରାମ, ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, ଉପଖଣ୍ଡ ପୋଲିସ୍ ଅଧିକାରୀ ପ୍ରଦିପ କୁମାର ଦାଶ, କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ସମୁଦାୟ ୫୯ ଗୋଟି ଅଭିଯୋଗ ଆସିଥିବା ବେଳେ,୧୩ ଟି ଗୋଷ୍ଠୀଗତ ଏବଂ ୪୬ ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା। #kuchindatvlive #kuchinda #kuchindanews #sambalpur #odishanews

Kochinda, Sambalpur | Aug 10, 2026

ଏହି ରାସ୍ତା ର ମରାମତି ପାଇଁ ପ୍ରଶାସନ କୁ ଧନ୍ୟବାଦ #kuchindatvlive #kuchinda #sambalpur #OdishaNews

ଏହି ରାସ୍ତା ର ମରାମତି ପାଇଁ ପ୍ରଶାସନ କୁ ଧନ୍ୟବାଦ #kuchindatvlive #kuchinda #sambalpur #OdishaNews

Kochinda, Sambalpur | Aug 10, 2026

କୁଚିଣ୍ଡା ବ୍ଳକ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସିଡିଓ ପ୍ରସନ୍ନ ପାତ୍ର, କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ ସି,କୁଚିଣ୍ଡା ତହସିଲଦାର ସରିତା ଓରାମ, ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, ଉପଖଣ୍ଡ ପୋଲିସ୍ ଅଧିକାରୀ ପ୍ରଦିପ କୁମାର ଦାଶ, କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ସମୁଦାୟ ୫୯ ଗୋଟି ଅଭିଯୋଗ ଆସିଥିବା ବେଳେ,୧୩ ଟି ଗୋଷ୍ଠୀଗତ ଏବଂ ୪୬ ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା।ଏଠାରେ ୭ ଜଣଙ୍କୁ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ବ୍ଲକ ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ବାଳ ପରିଚାଳନା କରିଥିବାବେଳେ, ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। #amarkuchinda #girvance

Kuchinda kundeshwar temple #kuchindatvlive

Kuchinda kundeshwar temple #kuchindatvlive

Kochinda, Sambalpur | Aug 10, 2026