#କୁଲେଇଗଡ #କୁଡାପଡା ନଦୀ ପିଚୁ ରାସ୍ତା ଉପରେ କାଦୁଅ ପଚପଚ, ଗାଡ଼ି ମଟର ସ୍ଲିପ୍ ହଉଛି, କୁଚିଣ୍ଡା ର ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି, ଏହାର ସମାଧାନ ପାଇଁ ପ୍ରଶାସନ ନିହାତି ଭାବେ ଧ୍ୟାନ ଦେବା ଆବଶ୍ୟକ। Bdo Kuchinda Panchayati Raj & Drinking Water Department, Government of Odisha Information & Public Relations Department, Government of Odisha Rabi Narayan Naik Mohan Charan Majhi BJP Odisha Kuchinda tv live Mjss Sambalpur #kuchindatvlive #kuchinda #odishanews #news