ଆନନ୍ଦପୁର: ସୁନ୍ଦରାପାଳ ଗାଁରେ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳକ ମୃତ
ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ। ମୃତ ନାବାଳକ ହାଟଡିହି ବ୍ଲକ ସୁନ୍ଦରାପାଳ ଗାଁର ଇନ୍ଦ୍ରମଣି ମୁଣ୍ଡା ଙ୍କ ପୁଅ ଵିରୁ। ଗତକାଲି ବିରୁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥା ରେ ଆନନ୍ଦପୁର ମେଡିକାଲ୍ ରେ ଭର୍ତ୍ତୀ କରିଥିବା ବେଳେ ଆଜି ସକାଳ 7ଘଟିକା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ