ରାୟଗଡା: ବାତ୍ୟା ଅର୍ଣ୍ଣବ: କୋରାପୁଟ ଓ ରାୟଗଡ଼ାବାସୀଙ୍କ ପାଇଁ ସତର୍କ ସୂଚନା
ବାତ୍ୟା ଅର୍ଣ୍ଣବକୁ ନେଇ କୋରାପୁଟ ଓ ରାୟଗଡ଼ା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କହିଲେ ସାଂସଦ ସପ୍ତଗିରି ଉଲାକା। ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହ ଲୋକଙ୍କୁ ସହାୟତା କରିବାକୁ କଂଗ୍ରେସ କର୍ମୀଙ୍କୁ ନିର୍ଦ୍ଦେଶ।