ରାୟଗଡା: ରାୟଗଡ଼ରେ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଶାସନ ସଚିବ ଗୁହା ପୁନମ ତାପସ କୁମାର
ରାୟଗଡ଼ ଜିଲ୍ଲାରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର। ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଆଦିବାସୀ ଜୀବିକା ବିକାଶ ନେଇ ବୈଠକରେ ଆଲୋଚନା।