Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

କେସିଙ୍ଗା: କେସିଙ୍ଗା ବ୍ଲକର ଅନେକ ଅଞ୍ଚଳରେ ପାଳିତ ହେଲା ରଥଯାତ୍ରା l

Kesinga, Kalahandi | Jun 27, 2025
କେସିଙ୍ଗା ବ୍ଲକ ତଥା ଅନେକ ଅଞ୍ଚଳରେ ଆଜି ମହାଆଡମ୍ବରରେ ଅପରାର୍ହ୍ମନ ୪ଟା ରୁ ୬ ସନ୍ଧ୍ୟା ଟା ପର୍ଯ୍ୟନ୍ତ ରଥଯାତ୍ରା ପାଳିତ ହୋଇଯାଇଛି l ଏଥିରେ ମନ୍ଦିର କମିଟି ପକ୍ଷରୁ ସବୁ ସ୍ଥାନ ମାନଙ୍କରେ ଲୋକେ ଯେମିତି ସୁରୁଖୁରୁରେ ରଥଯାତ୍ରା ଦେଖି ଆସି ଦର୍ଶନ କରିବା ସହ ଅସୁବିଧାର ସମୁଖୀନ ନହେବେ ସେଦିଗରେ ବିଶେଷ ଧ୍ୟାନ ଦେଇଥିଲେ l ବ୍ଲକ ଅଞ୍ଚଳର କେସିଙ୍ଗା, ଚିଚର୍ଲା, କିକିଆ,ଉତକେଲା, ଗାଇଦର,ନାଗୁପଳା,ଲଇତରା, ଏବଂ ଆହୁରି ଅନେକ ସ୍ଥାନରେ ଆଜି ରଥଟଣା କାର୍ଯ୍ୟ ହୋଇଥିବା ଜଣାପଡିଛି l ଏହି ଯାତ୍ରା ସମୟରେ ପୋଲିସ,ବିଭାଗ ସମେତ ଦମକଳ ବାହିନୀ ବିଭାଗ ମଧ୍ୟ ଉପସ୍ଥିତ ରହିଥଲେ l
କେସିଙ୍ଗା: କେସିଙ୍ଗା ବ୍ଲକର ଅନେକ ଅଞ୍ଚଳରେ ପାଳିତ ହେଲା ରଥଯାତ୍ରା l - Kesinga News