Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
No video available

କେସିଙ୍ଗା: ଚିଚର୍ଲା ନିକଟରେ ସାଇକେଲ ଆରୋହିଙ୍କୁ ପଛପଟୁ ଧକ୍କା ଦେଲା ବାଇକ,ସାଇକେଲ ଆରୋହି ଆହତ l

Kesinga, Kalahandi | Jun 26, 2025
କେସିଙ୍ଗା ଥାନା କେସିଙ୍ଗା-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ସକାଳ ୯ ଟା ବେଳେ ଏକ ବାଇକ ଚାଳକ ଜଣେ ସାଇକେଲ ଆରୋହି ଙ୍କୁ ପଛପଟୁ ଧକ୍କା ଦେବା ଫଳରେ ତଳେ କଚାଡ଼ି ହୋଇପଡି ମୁଣ୍ଡ ଫାଟିଯିବା ସହ ଆଖିରେ ଆଘାତ ଲାଗିଛି l ପରେ ବାଇକ ଚାଳକ ମାନେ ସାଇକେଲ ଆରୋହି ଙ୍କୁ ନିଜ ବାଇକରେ କେସିଙ୍ଗା ଡାକ୍ତରଖାନାକୁ ନେଇଥିଲେ l ଏଥିରେ ଚିକିତ୍ସା କଲାପରେ ସାଇକେଲ ଆରୋହି ଜଣକ ନିଜ ଘରକୁ ଚାଲିଯାଇଛନ୍ତି l ଏଥିରେ ବାଇକ ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି l