Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
No video available

କେସିଙ୍ଗା: ଓଡ଼ିଶା ଷ୍ଟେଟ ଓପନ ସୁଟିଂ ଚାମ୍ପିଅନସିପ , ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର ବିଶ୍ୱଜିତ l

Kesinga, Kalahandi | Jul 2, 2025
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଓଡ଼ିଶା ଷ୍ଟେଟ ଓପନ ସୁଟିଂ ଚାମ୍ପିୟନସିପରେ ଚମକିଛନ୍ତି କଳାହାଣ୍ଡିର ପୁଅ ବିଶ୍ୱଜିତ ପାତ୍ର l ୧୧ ଟା ସମୟ ବେଳେ ଓଡ଼ିଶା ରାଇଫଳ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭବାନୀପାଟଣା ସହରର ବିଶ୍ୱଜିତ ୨ ଟି ଇଭେଣ୍ଟରେ ସ୍ଵର୍ଣ ଓ ରୌପ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l ବିଶ୍ୱଜିତ ୧୦ ମିଟର ଓପନ ସାଇଟ ଏୟାର ରାଇଫଳ ବରିଷ୍ଠ ବର୍ଗରେ ସ୍ବର୍ଣ୍ଣ ଓ ୫୦ ମିଟର ରାଇଫଳ ବରିଷ୍ଠ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି l ଏହି ସଫଳତା ପରେ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ
କେସିଙ୍ଗା: ଓଡ଼ିଶା ଷ୍ଟେଟ ଓପନ ସୁଟିଂ ଚାମ୍ପିଅନସିପ , ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର ବିଶ୍ୱଜିତ l - Kesinga News