Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
subhrakantar_2
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାରେ ଆସନ୍ତା କାଲି 4 ଟି ବ୍ଲକ ରେ 205 ସ୍କୁଲ ଓ 265 ଅଙ୍ଗନବାଡି କେନ୍ଦ୍ର ବନ୍ୟା ପାଇଁ ବନ୍ଦ ନିର୍ଦେଶ ଦେଲେ ଜିଲ୍ଲପାଳ
Bhadrak Rural, Bhadrak
| Aug 20, 2026
MORE NEWS
ଭଦ୍ରକ: #ଡ୍ରେନକୁ_ବ୍ୟକ୍ତିଗତ_ଭାବେ_ଜବର_ଦଖଲ, ବର୍ଷାଜଳ ନିଷ୍କାସନରେ ହେଉଛି ବାଧା । ଭଦ୍ରକ ପୌରାଞ୍ଚଳ ୯ନମ୍ବର ୱାର୍ଡ଼ ଜାନୁଗଞ୍ଜ ସଂଖାରି ସାହିରେ ସରକାରୀ ଜାଗାକୁ ମାଡ଼ି ବସିଛନ୍ତି ଲୋକେ। ଯାତାୟତ ରାସ୍ତା ହେଉଛି ସଙ୍କୁଚିତ। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ଆଗକୁ ଆନ୍ଦୋଳନ ଚେତାବନୀ। #ciktykhabarbhadrak
Bhadrak Rural, Bhadrak | Aug 21, 2026
🚨 କଟକରେ ଭେଜାଲ ପନୀରର ବଡ଼ କାରବାର ଠାବ! 😱 ୭୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ନକଲି ପନୀର ଜବତ! 🔥 ଆୟୋଡିନ୍ ପରୀକ୍ଷାରେ ଅଧିକାଂଶ ପନୀର କଳା ହୋଇଥିବା ସୂଚନା। ଖାଦ୍ୟରେ ବିଷାକ୍ତ କେମିକାଲ ମିଶ୍ରଣ ନେଇ ଉଠିଛି ସଙ୍ଗୀନ ପ୍ରଶ୍ନ। ⚠️ 👉 ଆପଣ ଯେଉଁ ପନୀର ଖାଉଛନ୍ତି, ସେଇଟା ସତରେ ଶୁଦ୍ଧ ତ? ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ। 🙏 #Cuttack #FakePaneer #FoodAdulteration #OdishaNews #BreakingNews #FoodSafety #rcnodia #rcnodianews #rcnupdates
Bhadrak Rural, Bhadrak | Aug 21, 2026
ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତର ଯୁବନେତୃତ୍ୱର ପ୍ରତୀକ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। 🩸 ଏହି ମହତ୍ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଅନ୍ତରିକ ଧନ୍ୟବାଦ। ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ କାହାରୋ ଜୀବନ ବଞ୍ଚାଇପାରେ। ❤️ ଆସନ୍ତୁ, ରକ୍ତଦାନ କରିବା, ଜୀବନ ବଞ୍ଚାଇବା ଏବଂ ମାନବିକତାର ଏହି ମହାନ ସେବାରେ ସମସ୍ତେ ସାମିଲ ହେବା। #RajivGandhi #ଜନ୍ମଜୟନ୍ତୀ #ରକ୍ତଦାନଶିବିର #ରକ୍ତଦାନ #BloodDonation #SaveLives #ସେବା #ମାନବିକତା
Bhadrak Rural, Bhadrak | Aug 21, 2026
🐘❤️ ହାତୀପଲ ପାଇଁ ଅଟକିଲା ରାଜଧାନୀ ଏକ୍ସପ୍ରେସ୍! 🚆 ଆସାମର ହୋଜାଇ ଜିଲ୍ଲାରେ ରେଳଧାରଣା ପାର ହେଉଥିଲେ ବିଶାଳ ହାତୀପଲ। ହାତୀମାନେ ସୁରକ୍ଷିତ ଭାବେ ରେଳଲାଇନ୍ ପାର ହେବା ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସ୍କୁ ଅଟକାଇ ଦିଆଯାଇଥିଲା। ❤️🐘 ଟ୍ରେନ୍ ଅଟକିଲା, କିନ୍ତୁ ବଞ୍ଚିଗଲା ଅନେକ ନିରୀହ ଜୀବନ। 🙏 ପ୍ରକୃତି ପାଇଁ ଟିକିଏ ଅପେକ୍ଷା… ଜୀବନ ପାଇଁ ବଡ଼ ଦାୟିତ୍ୱ। 🌿🐘 ଆପଣଙ୍କ ମତରେ—ଏଭଳି ଭାବେ ବନ୍ୟଜୀବଙ୍କୁ ପ୍ରାଥମିକତା ଦେବା ଉଚିତ କି? 👇 #Elephants #RajdhaniExpress #Assam #Hojai #WildlifeProtection #ViralNews #RCNODIA
Bhadrak Rural, Bhadrak | Aug 21, 2026
🚨 ଖଇରାରେ ବଡ଼ ଅବକାରୀ ଚଢ଼ାଉ! 🍺🚔 ୯୦ ଲିଟର ଦେଶୀ ମଦ ଓ ୦୬ ଲିଟର ବିଅର ଜବତ, ୪ ଗିରଫ! ଅବକାରୀ ବିଭାଗର ତତ୍ପରତାରେ ମଦ ବେପାରୀଙ୍କ ମଧ୍ୟରେ ଛନକା। 🔥 #Khaira #Balasore #ExciseRaid #OdishaNews #BreakingNews #ViralNews #rcnodia #rcnodianews #rcnupdates
Bhadrak Rural, Bhadrak | Aug 21, 2026