🚨 କଟକରେ ଭେଜାଲ ପନୀରର ବଡ଼ କାରବାର ଠାବ! 😱
୭୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ନକଲି ପନୀର ଜବତ! 🔥
ଆୟୋଡିନ୍ ପରୀକ୍ଷାରେ ଅଧିକାଂଶ ପନୀର କଳା ହୋଇଥିବା ସୂଚନା। ଖାଦ୍ୟରେ ବିଷାକ୍ତ କେମିକାଲ ମିଶ୍ରଣ ନେଇ ଉଠିଛି ସଙ୍ଗୀନ ପ୍ରଶ୍ନ। ⚠️
👉 ଆପଣ ଯେଉଁ ପନୀର ଖାଉଛନ୍ତି, ସେଇଟା ସତରେ ଶୁଦ୍ଧ ତ?
ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ। 🙏
#Cuttack #FakePaneer #FoodAdulteration #OdishaNews #BreakingNews #FoodSafety #rcnodia #rcnodianews #rcnupdates
Bhadrak Rural, Bhadrak | Aug 21, 2026