ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତର ଯୁବନେତୃତ୍ୱର ପ୍ରତୀକ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। 🩸
ଏହି ମହତ୍ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଅନ୍ତରିକ ଧନ୍ୟବାଦ। ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ କାହାରୋ ଜୀବନ ବଞ୍ଚାଇପାରେ। ❤️
ଆସନ୍ତୁ, ରକ୍ତଦାନ କରିବା, ଜୀବନ ବଞ୍ଚାଇବା ଏବଂ ମାନବିକତାର ଏହି ମହାନ ସେବାରେ ସମସ୍ତେ ସାମିଲ ହେବା।
#RajivGandhi #ଜନ୍ମଜୟନ୍ତୀ #ରକ୍ତଦାନଶିବିର #ରକ୍ତଦାନ #BloodDonation #SaveLives #ସେବା #ମାନବିକତା