Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ମହାବୀର ପଡା ରେ ନୂତନ ଟ୍ରାନ୍ସଫର୍ମର ର ଉଦଘାଟନ କଲେ ରେଙ୍ଗାଲି ପୂର୍ବତନ ବିଧାୟକ

Sambalpur M, Sambalpur | Apr 24, 2025
ମହାନଗର ନିଗମ ଅନ୍ତର୍ଗତ ମହାବୀର ପଡା ରେ ନୂତନ ଟ୍ରାନ୍ସଫର୍ମର ର ହେଲା ଉଦଘାଟନ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11 ଟା ସମୟରେ ମହାବୀର ପଡାରେ ଏକ ନୂତନ ଟ୍ରାନ୍ସଫର୍ମର କୁ ଉଦଘାଟନ କରିଛନ୍ତି ରେଙ୍ଗାଲି ପୂର୍ବତନ ବିଧାୟକ ନାଉରି ନାଏକ l ଏହି ନୂତନ ଟ୍ରାନ୍ସଫର୍ମର ଯୋଗୁଁ ଅଞ୍ଚଳରେ ଦେଖା ଯାଉଥିବା ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି ସାଧାରଣ ଲୋକେ ଆଶା କରିଛନ୍ତି l

MORE NEWS