Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ରୋଟାରି କ୍ଳବ ପକ୍ଷରୁ ଲଷ୍ମୀଟିକିଜ ଛକ ନିକଟ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ୟାଣ୍ଡେଲ ରାଲି ଓ କୁଶ ପୁତଳିକା ଦାହ ଅନୁଷ୍ଠିତ

Sambalpur M, Sambalpur | Apr 23, 2025
ସମ୍ବଲପୁର ରୋଟାରି କ୍ଳବ ପକ୍ଷରୁ ଲଷ୍ମୀଟିକିଜ ନିକଟ ରେ ଆଜି ରାତି 7.30ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହେଇଯାଇଛି l ମିଳିଥିବା ସୂଚନା ଅନୁଯାଇ ଜମ୍ମୁ କାଶ୍ମୀର ର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଓ ପାକିସ୍ତାନ ଆର୍ମି ମୁଖ୍ୟ ଙ୍କ କୁଶ ପୁତଳିକା ଦାହ କରାଯାଇଛି l ମୃତକ ମାନଂକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି l

MORE NEWS