Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ର ଖେଳାଳିଙ୍କ ସମଲେଶ୍ଵରୀ ମନ୍ଦିର ଠାରୁ ଗଙ୍ଗାଧର ମଣ୍ଡପ ପଯ୍ୟନ୍ତ ଶୋଭାଯାତ୍ରା

Sambalpur M, Sambalpur | Apr 24, 2025
ପଶ୍ଚିମ ଓଡ଼ିଶା ସ୍ତରୀୟ କବାଡି ପ୍ରତିଯୋଗିତା ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ପାଇଁ ସମ୍ବଲପୁରକୁ ପହଞ୍ଚିଥିବା ସବୁ ଖେଳାଳି ମାନେ ଆଜି ସକାଳୁ ମାଁ ସମଲେଶ୍ଵରୀଙ୍କ ମନ୍ଦିରକୁ ଯାଇ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ।ଏହା ପରେ ସମଲେଶ୍ଵରୀ ମନ୍ଦିର ଠାରୁ ଗଙ୍ଗାଧର ମଣ୍ଡପ ପଯ୍ୟନ୍ତ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ପାଇଁ ସମ୍ବଲପୁର କୁ ଆସିଥିବା ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଖେଳାଳିଙ୍କ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

MORE NEWS