Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଶାସନ ରେ କଡାକଡି ଚେକିଂ l ମୁର୍ସିଦାବାଦ ହିଂସା ଓ ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମ୍ବଲପୁରରେ ଆଲର୍ଟ ଜାରି

Sambalpur M, Sambalpur | Apr 23, 2025
ସମ୍ବଲପୁରରେ କଡାକଡି ଚେକିଂ l ମୁର୍ସିଦାବାଦ ହିଂସା ଓ ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମ୍ବଲପୁରରେ ଆଲର୍ଟ ଜାରି l ସମ୍ବଲପୁର ଜିଲ୍ଲାରେ ବାଲାଂଦେଶୀ ପ୍ରବେଶ ରୋକିବା ଓ ସନ୍ଦିଗ୍ଧ ଠାବ କରିବା ପାଇଁ ଚାଲିଛି ଚେକିଂ l ଏଥିପାଇଁ ଆଜି ରାତି 9.30 ସମୟରେ ଶାସନ ଟୋଲ ପ୍ଲାଜା ନିକଟରେ ଜୋରଦାର ଚେକିଂ କରୁଛି ପୋଲିସ l କିଛିଦିନ ପୂର୍ବରୁ ଝାରସୁଗୁଡା ର ମୁର୍ଶୀଦାବାଦ ଠାରେ ହୋଇଥିବା ଦଙ୍ଗା ରେ ସମ୍ପୃକ୍ତ ଥିବା କିଛି ଲୋକ ଧରା ପଡିବା ପରେ, ସମ୍ବଲପୁର ପୋଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା l ବାହାର ନମ୍ବର ଥିବା ତଥା ସନ୍ଦେହ ସୃଷ୍ଟି ହେଉଥିବା ଗାଡି କୁ କଡା ଯାଞ୍ଚ କରାଯାଉଛି l

MORE NEWS