ସମ୍ବଲପୁର ମ୍ୟୁନିସିପାଲଟି: ଗୋଚାଳାଣ ଓ ରୋହିଙ୍ଗା ବାଙ୍ଗାଦେଶୀଙ୍କ ଅନୁପ୍ରବେଶ ରୋକିବାକୁ ନିଆଯାଉଥିବା ପଦକ୍ଷେପ ନେଇ ବରେଇପାଲି ଛକରେ ଏସଡିପିଓ ରଖିଲେ ନିଜ ପ୍ରତିକ୍ରିୟା
ସମ୍ବଲପୁର ଜିଲ୍ଲା ଦେଇ ଗୋଚାଳାଣ ରୋକିବା ସହ ରୋହିଙ୍ଗା ବାଙ୍ଗାଦେଶୀଙ୍କ ବେଆଇନ ଅନୁପ୍ରବେଶ ରୋକିବାକୁ ସମ୍ବଲପୁର ପୋଲିସ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ଆଜି ବରେଇପାଲି ଛକରେ ଏସଡିପିଓ ତୋଫାନ ବାଗ ନିଜ ପ୍ରତିକ୍ରିୟା ରଖିଥିଲେ।ଏସଡିପିଓ କହିଛନ୍ତି ଯେ ଏନେଇ ଜିଲ୍ଲାର ବିଭିନ୍ନ ସିମାକୁ ଲାଗି ଚେକିଙ୍କ ସହ ଜିଲ୍ଲାର ବିଭିନ୍ନ ଟୋଲ୍ ପ୍ଲାଜାରେ ରାଜ୍ୟ ବାହାରୁ ଆସୁଥିବା ଗାଡ଼ିକୁ ଯାଞ କରାଯିବା ସହ ବିଶେଷ କରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ଆସୁଥିବା ଲୋକମାନଙ୍କୁ ପରିଚୟପତ୍ର ଯାଞ୍ଚ ସହ ପୋଲିସ ସଜାଗ ହୋଇ କାର୍ଯ୍ୟ କରୁଥିବା ନେଇ ଏସଡିପିଓ ସୁଚନା ଦେଇଛନ୍ତି।