Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
कांग्रेस
बीजेपी
भाजपा
Congress
Modi
Delhi
Viral
Crime
Odisha
Up
Bollywood
दिल्ली
Breakingnews
Narendramodi
Madhya_pradesh
उत्तरप्रदेश
Cm
Pmmodi
Rahulgandhi
Actor
यूपी
Uttarpradesh
Haryana
Lucknow
adarshnewslive
#ମାଲକାନଗିରି_MUJ_ସଂଘର_ନୂତନ_କର୍ମକର୍ତ୍ତା_ଚୟନ ମାଲକାନଗିରି ସାମ୍ବାଦିକ ସଂଘ (MUJ)ର ନୂତନ କର୍ମକର୍ତ୍ତା ଚୟନ; ଲଗାତାର 4ର୍ଥ ଥର ପାଇଁ ସଭାପତି ହେଲେ ଦେବପ୍ରସାଦ ଦାସ, କାମରାଜ ଜେନା ସମ୍ପାଦକ ସତ୍ୟନାରାୟଣ ପଣ୍ଡା ଉପସଭାପତି ଓ ଭୋଳାନାଥ ମଲ୍ଲିକ କୋଷାଧ୍ୟକ୍ଷ ମନୋନୀତ; ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତିକ୍ରମେ ନୂତନ ନେତୃତ୍ୱ ଚୟନ ସହ 5ଟି ବ୍ଲକ ପାଇଁ ସଭାପତି ମନୋନୀତ #Malkangiri #MUJ #OdishaUnionOfJournalists #JournalistsAssociation #MediaNews #PressUnion #OdishaNews #AdarshNewsLive
Malkangiri, Malkangiri
| Oct 30, 2026
#ମାଲକାନଗିରି_muj_ସଂଘର_ନୂତନ_କର୍ମକର୍ତ୍ତା_ଚୟନ
#malkangiri
#muj
#odishaunionofjournalists
#journalistsassociation
#medianews
#pressunion
#odishanews
#adarshnewslive
MORE NEWS
ହିଞ୍ଜିଳିରେ ଦୁଇ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା ବେଳେ......ଲୋକ ଘେରି କରି କେତେବେଳେ ସମାଧାନ ହେଵ ପ୍ରଶ୍ନ ପଚାରିକୁ ଲାଗିଲେଣି.. ମନ୍ତ୍ରୀ କାମ ଚାଲିଛି ବୋଲି କହିଛନ୍ତି..
Malkangiri, Malkangiri | Oct 31, 2026
ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ’ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ’କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ରାଜମହେନ୍ଦ୍ରୀର ମାନ୍ୟବର ସାଂସଦ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ ଓ ସାବିତ୍ରୀ ପଡ଼ିଆମୀ ମଞ୍ଚାସୀନ ଥିଲେ। ସମ୍ମିଳନୀରେ ଗଣତନ୍ତ୍ରର ସୁରକ୍ଷା, ଦେଶର ରାଜନୈତିକ ସ୍ଥିରତା ଓ ବିରୋଧୀ ଦଳମାନଙ୍କ ଭୂମିକା ସମ୍ପର୍କରେ ମତ ରଖିଥିଲେ ଅତିଥିମାନେ। ଏଥିସହ ବୁଦ୍ଧିଜୀବୀମାନଙ୍କ ସହ ପ୍ରଶ୍ନୋତ୍ତର ଆଲୋଚନା ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟବସାୟୀ, ବରିଷ୍ଠ ବିଜେପି ନେତା ଓ ଦଳୀୟ କର୍ମୀ ଯୋଗଦେଇଥିଲେ। #DailyMalkangiri #BJP #Malkangiri #ଗଣତନ୍ତ୍ରବଞ୍ଚାଅ #OdishaNews #MalkangiriNews
Malkangiri, Malkangiri | Oct 31, 2026
ମାଲକାନଗିରିରେ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬' ଆରମ୍ଭ; ସମୃଦ୍ଧି ପାଇଁ ସଚେତନତା ଜରୁରୀ I
Malkangiri, Malkangiri | Oct 31, 2026
Malkangiri, Malkangiri | Oct 31, 2026
ଏ ପାଗରେ ବିମାନ ଠିକସେ ଉଡି ପାରିବ ତ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ପାଇଲଟଙ୍କ ସହ ଆଲୋଚନା କରୁଛନ୍ତି #Odisha
Malkangiri, Malkangiri | Oct 31, 2026
Malkangiri, Malkangiri | Oct 31, 2026
ଦୁର୍ଘଟଣା ଧରାଇଦେଲା ଗଂଜେଇ ଚାଲାଣ !! ନବରଙ୍ଗପୁର FCI ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା... ଗୋଟିଏ ବାଇକ୍ ଡିକିରୁ ରାସ୍ତାରେ ବିଛାଡ଼ି ହୋଇପଡ଼ିଲା ଗଞ୍ଜେଇ... ମାଲକାନଗିରିରୁ କଳାହାଣ୍ଡି ଜିଲ୍ଲାକୁ ଚାଲାଣ ହେଉଥିବା ସୂଚନା.... ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମେଡିକାଲରେ, ଅନ୍ୟ ଜଣେ ପୋଲିସ କବ୍ଜାରେ... #police #policeofficer #PoliceAction #NDPSAct #accident #AccidentNews #SuperintendentofPolice #videos #videography
Malkangiri, Malkangiri | Oct 30, 2026
ପଡ଼ୋଶୀ ମହିଳାଙ୍କ ସମେତ ନିଜ ୩ ବର୍ଷର ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ। ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତାମସା ଗ୍ରାମପଞ୍ଚାୟତର ଆର ଓ କଲୋନୀ ର ଜଣେ ଆଇତା କବାସି ନାମକ ବ୍ୟକ୍ତି (୨୪) ନିଜ ୩ ବର୍ଷର କୁନି ଝିଅ ସହିତ ପଡ଼ୋଶୀ ଘରର ଜଣେ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରିବା ଫଳରେ ୩ ବର୍ଷର କୁନି ଝିଅ ଦେବେ କବାସି (୩) ଏବଂ ପଡ଼ୋଶୀ ଘରର ନାନ୍ଦା ପଡ଼ିଆମିଙ୍କ ସ୍ତ୍ରୀ ମୁନ୍ନି ପଡ଼ିଆମି ଗୁରୁତର ଆହତ ହୋଇଛନ୍ତି ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟଙ୍କୁ ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ବେଳେ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ଆଇତା କବାସି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ପୋଲିସ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି। ସେପଟେ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ବେଳେ ଆହତ ମୁନ୍ନି ପଡ଼ିଆମି ଙ୍କ ସ୍ବାମୀ ନାନ୍ଦା ପଡ଼ିଆମି ନ୍ୟାୟ ଦାବି କରିଛନ୍ତି
Malkangiri, Malkangiri | Oct 30, 2026