Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

ମହୁଲପାଲି: ଫଟାଟାଙ୍ଗର ଗ୍ରାମ ରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Sep 2, 2025
ବାମରା ବ୍ଲକ କେଶାଇବାହାଲ୍ ପଞ୍ଚାୟତ ଅନ୍ତର୍ଗତ ଫଟା ଟାଙ୍ଗର ଗ୍ରାମ ରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିବଲାଲ କିସାନ ଙ୍କ ତତ୍ବାବଧାନରେ ମଙ୍ଗଳବାର ସନ୍ଧ୍ୟା ୬ ଟାରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ସାମାଜିକ ସେବା ସଂସ୍ଥା ପକ୍ଷରୁ ଆସ୍ତୁନା କେର୍କେଟା, ଏନିମେଟର ପଦ୍ମିନୀ ବଙ୍କରା, ଆଶା କର୍ମୀ ସ୍ଵର୍ଣ୍ଣ ଲୁହା, ସିଆରପି ଇନ୍ଦୁମତି କିସାନ ଓ ଦିନବନ୍ଧୁ ମାଝୀ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ନୂଆଖାଇ ପାଳନ ର ପରମ୍ପରା ଓ ନୂଆଖାଇ ଭେଟଘାଟ ର ଆବଶ୍ୟକତା ନେଇ ଆଲୋଚନା କରିଥିଲେ।