Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews
No video available

ଆନନ୍ଦପୁର: ହଦଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Anandapur, Kendujhar | Apr 13, 2025
ହଦଗଡ଼ ଜବାହର ନବୋଦୟ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଅବସର ରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆଜି ଦିବା 10ଘଟିକା ସମୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ଶିବିର କୁ କଟକ ବଡ଼ ମେଡିକାଲ ର ବରିଷ୍ଠ ଡାକ୍ତର ତଥା ପୁରାତନ ଛାତ୍ର ହଳଧର ନାୟକ ଉଦଘାଟନ କରିଥିବା ବେଳେ ପୁରାତନ ଛାତ୍ର ରତିକାନ୍ତ ପରିଡା ପରିଚାଳନା କରିଥିଲେ ଏହି ଶିବିର ରେ ବହୁ ନାମିଦାମୀ ଡାକ୍ତର ଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ସମେତ ଆଖ ପାଖ ଅଂଚଳ 180ଜଣ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ରେ ଔଷଧ ନେଇଥିଲେ

MORE NEWS