Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews
No video available

ଆନନ୍ଦପୁର: ବାରିଗାଁ ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା, ୩ ମହିଳା ଗୁରୁତର ଓ ୪ ଜଣ ଆହତ; ୩ ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର

Anandapur, Kendujhar | Apr 21, 2025
ଅଟୋ କୁ ଧକା ଦେଲା ହାଇୱା 3ଜଣ ଗୁରୁତର 4ଜଣ ମହିଳା ଆହତ ଗୁରୁତର ଙ୍କୁ ଅପରାହ୍ନ 5ଘଟିକା ସମୟରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ଖବର ଅନୁସାରେ ଆଜି ଦିବା 3ଘଟିକା ସମୟରେ ବାରିଗାଁ ନିକଟରେ ଏକ ଅଟୋ କୁ ହାଇୱା ଗାଡି ଧକା ଦେଇଥିବା ବେଳେ ଅଟୋ ରେ ଥିବା 7ଜଣ ମହିଳା ଙ୍କ ମଧ୍ୟରୁ 3ଜଣ ଗୁରୁତର 4ଜଣ ଆହତ ହୋଇଥିଲେ ସମସ୍ତ ଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲ କୁ ଅଣାଯାଇଥିବା ବେଳେ 3ଜଣ ଗୁରୁତର ଙ୍କ ଅବସ୍ଥା ଅତି ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି

MORE NEWS

ଆନନ୍ଦପୁର: ବାରିଗାଁ ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା, ୩ ମହିଳା ଗୁରୁତର ଓ ୪ ଜଣ ଆହତ; ୩ ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର - Anandapur News