ରାୟଗଡା: ଗଜପତିରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି: ରାଇଗଡ ବ୍ଲକ ସ୍ଥିତି ସମୀକ୍ଷା କଲେ ନୋଡାଲ ଅଧିକାରୀ
ଗଜପତି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ପାଇଁ ପ୍ରଶାସନ ସଜାଗ। ନୋଡାଲ ଅଧିକାରୀ ବିଜୟ କୁମାର ଦାସ ରାଇଗଡ ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।