ପାରଳାଖେମୁଣ୍ଡି: ଗଜପତିରେ ବେଆଇନ ଶାଗୁଆନ କାଠ ଚାଲାଣ: ମ୍ୟାକ ଗାଡି ସହ ୨୧ ଖଣ୍ଡ କାଠ ଜବତ, ୨ ଗିରଫ
ଗଜପତି ଜିଲ୍ଲାରେ ବେଆଇନ ଶାଗୁଆନ କାଠ ଚୋରାଚାଲାଣ ପଦାକୁ ଆସିଛି। ଦେବଗିରି ବନ ବିଭାଗ ଦ୍ୱାରା ୨୧ ଖଣ୍ଡ ଶାଗୁଆନ କାଠ ଓ ଏକ ମ୍ୟାକ ପିକଅପ ଗାଡି ଜବତ ହୋଇଛି। ଏହି ମାମଲାରେ ୨ ଜଣ ଅଟକ ଥିବାବେଳେ କେସ ନମ୍ବର ୦୫ଡି/୨୬ଓ୨୭ ରୁଜୁ କରାଯାଇଛି।