ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବନ୍ଦ ହେଲା ସମସ୍ତ ପର୍ଯ୍ୟଟନ ସ୍ଥଳୀ: ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର କଟକଣା
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଜପତି ଜିଲ୍ଲାର ସମସ୍ତ ଜଳପ୍ରପାତ, ମହେନ୍ଦ୍ରଗିରି ପର୍ବତ ଓ ବି.ଏନ୍. ପ୍ୟାଲେସ୍ରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସ୍ଥାନଗୁଡ଼ିକ ବନ୍ଦ ରହିବ।