ପାରଳାଖେମୁଣ୍ଡି: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ: ଗଜପତିରେ ବ୍ୟାପକ ପ୍ରସ୍ତୁତି, ନିୟୋଜିତ ହେଲେ 17ଟି ଜେସିବି
ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସଜାଗ। ଜିଲ୍ଲାରେ 8ଟି ଉଦ୍ଧାରକାରୀ ଦଳ ଓ 17ଟି ଜେସିବି ମେସିନ ଆଗୁଆ ନିୟୋଜିତ। NDRF, ODRAF ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି।