Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
Cricket
No video available

ତିଗିରିଆ: ନୂଆପାଟଣା ବଜାରର ଏକ ଦୋକାନରୁ ଚୋରି, ସିସିଟିଭିରେ ଦୃଶ୍ୟ କଏଦ ହୋଇଥିବା ସୂଚନା

Tigiria, Cuttack | Sep 26, 2024
ଗତ ୨୧ ତାରିଖ ରେ ୪୦ ରୁ ଉର୍ଦ୍ଧ୍ବ ହ୍ୟାଣ୍ଡଲୁମ ଲୁଗା ଚୋରି ହୋଇଥିବା ନେଇ ସନ୍ଦେହ କରିଥିଲେ ଦୋକାନୀ। ଏନେଇ ଆଜି ସ୍ଥାନୀୟ ଅଞ୍ଚଳରୁ ଖବର ପାଇ ସିସିଟିଭି ଯାଞ୍ଚ କରିଥିଲେ। ଅପରାହ୍ନ ରେ ସିସିଟିଭି ଯାଞ୍ଚ ପରେ ଲୁଗା ଚୋରି ର ସିସିଟିଭି ଫୁଟେଜ ସାମ୍ନା କୁ ଆସିଛି। ଆନ୍ଧ୍ରପ୍ରଦେଶ ର କିଛି ମହିଳା ଗୋଷ୍ଠି ସ୍କର୍ପିଓ ଓ ଗୋଟିଏ କାର ନେଇ ଦୋକାନ ରୁ ଦୋକାନ ବୁଲି ଏହିଭଳି କାଣ୍ଡ ଘଟାଉଛନ୍ତି। ଏ ନେଇ ତିଗିରିଆ ପୋଲିସ ଷ୍ଟେସନ କୁ ଯାଇଛନ୍ତି ଦୋକାନୀ ମାଲିକ।
ତିଗିରିଆ: ନୂଆପାଟଣା ବଜାରର ଏକ ଦୋକାନରୁ ଚୋରି, ସିସିଟିଭିରେ ଦୃଶ୍ୟ କଏଦ ହୋଇଥିବା ସୂଚନା - Tigiria News