ତିଗିରିଆ: ପୁରୁଣା ତିଗିରିଆରୁ ବାଣ ଧରା ପଡ଼ିବା ଘଟଣାରେ ତିଗିରିଆ ଥାନାରେ ଆଠଗଡ଼ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଅପରାହ୍ନ ରେ ପୁରୁଣା ତିଗିରିଆରୁ ବାଣ ଧରା ପଡ଼ିବା ଘଟଣାରେ ଡିଏସପି ଙ୍କ ସାମ୍ବାଦିକ ସମ୍ମିଳନୀ।ତିଗିରିଆ ଥାନାରେ ଆଠଗଡ଼ dsp ରବୀନ୍ଦ୍ର ମଲ୍ଲିକ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।