Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ତିଗିରିଆ: ତିଗିରିଆର ଅମୁଣିଆ ସାହିରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣଙ୍କୁ ଗିରଫ କଲା ପୋଲିସ

Tigiria, Cuttack | Oct 28, 2024
ଗତକାଲି ରବିବାର ରାତ୍ରି ରେ ତିଗିରିଆ ପୋଲିସ ପୁରୁଣା ତିଗିରିଆ ରେ ଚଢ଼ାଉ କରିଥିଲେ। ଅମୁଣିଆ ସାହିରୁ ବିପୁଳ ବେଆଇନି ବାଣ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ଅପରାହ୍ନ ରେ ଏନେଇ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି। ଆଜି କୋର୍ଟ ଚାଲାଣ ମଧ୍ୟ କରାଯିବ ବୋଲି ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଛି।

MORE NEWS