Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
No video available

ତିଗିରିଆ: ବାଲିପୁଟ ଗାଁରେ କାର ଚଢାଇ ଦୁର୍ଘଟଣା କରିବା ଘଟଣାରେ ୪ ଜଣ ଗିରଫ

Tigiria, Cuttack | Oct 26, 2024
ଗତକାଲି ରାତ୍ରି ରେ ତିଗିରିଆ ବାଲିପୁଟ ଗାଁରେ କାର ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଆହତ ଘଟଣା ରେ ଆଜି 4 ଙ୍କୁ କୋର୍ଟ ପଠାଇଛି ପୋଲିସ। ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ମିଳିଛି। ଚାରି ଜଣ କାର ଚଢାଇ ଦେଇଥିଲେ ଜଣେ ବାଇକ ଅରୋହି ଙ୍କ ଉପରେ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ରହିଥିଲା।