Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ତିଗିରିଆ: ବାତ୍ୟା ଦାନା ପାଇଁ ବ୍ଲକର ୧୪ ଗୋଟି ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ବିଡ଼ିଓ

Tigiria, Cuttack | Oct 23, 2024
ବାତ୍ୟା ପାଇଁ ସଜାଗ ପ୍ରଶାସନ। ଏଥିପାଇଁ ଆଜି ଅପରାହ୍ନ ରେ ତିଗିରିଆ ବିଡ଼ିଓ ଓ ବ୍ଲକ ସହକାରୀ ଯନ୍ତ୍ରୀ ଉଭୟ ବୁଲି ପଂଚାୟତ ସ୍ତରୀୟ ସମୀକ୍ଷା କରିଛନ୍ତି। ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରିବା ସହ ଲୋକ ଙ୍କର ସମସ୍ୟା ବୁଝିଛନ୍ତି।