୨ୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଧନ #ନାଟକ_ମହୋତ୍ସବ_୨୦୨୬
ଅବର୍ଣ୍ଣିଗୁଁଡ଼ା ନାଟ୍ୟ ସଂସଦ, ପଦ୍ମପୁର ପକ୍ଷରୁ ଆୟୋଜିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଧନ ନାଟକ ମହୋତ୍ସବରେ ମଞ୍ଚସ୍ଥ ହେଲା ନାଟକ ‘ନାଗମଣ୍ଡଳ’। ଡ. ଚନ୍ଦ୍ରକାନ୍ତ ମହାନନ୍ଦଙ୍କ ନିର୍ଦ୍ଦେଶନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତି ବିହାର, ବୁର୍ଲାର ଏମ୍.ପି.ଏ. ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଏହି ନାଟକ ପରିବେଷଣ କରାଯାଇଥିଲା।
#padampurtv
#everyonefollowers
#viralchallenge
#odisha
#highlight