ପାଟଣା: ପାଟଣାରେ ଶିକ୍ଷକ ଅଭାବ: ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଡିଓ
ପାଟଣା ବ୍ଲକ କୁମୁଳାବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ସ୍ଥିତି ପରଖିବାକୁ ଯାଇଥିବା ବିଡିଓ ମାନସ କୁମାର ଦଣ୍ଡପାଟ ସପ୍ତମ ଶ୍ରେଣୀରେ ନିଜେ ପାଠ ପଢ଼ାଇଛନ୍ତି।