ବାରିପଦା ସଦର: ସମ୍ଭାବ୍ୟ ବାତ୍ୟା ପାଇଁ ମୟୂରଭଞ୍ଜ ପ୍ରଶାସନ ସଜାଗ: ଜାରି ରହିଛି ଆଗୁଆ ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ଆଶ୍ରୟସ୍ଥଳୀ ଚିହ୍ନଟ, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ସହ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ସଚେତନ ରହିବାକୁ ପରାମର୍ଶ।